ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ। ଏପରି ଏକ ଲୋମୋ ଟାଙ୍କୁରା ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ।ଗାଁ ଦାଣ୍ଡରେ ଏକା ସାଙ୍ଗରେ ଖେଳୁଥିଲେ,କିନ୍ତୁ ଭାଗ୍ୟର ବିଡମ୍ବନା ଦେଖ ଏକା ସାଙ୍ଗରେ ଶ୍ମଶା-ନରେ ଜଳି-ଗଲା ୩ ସାଙ୍ଗଙ୍କ ଚିତା। ଗୋଟେ ମଶା-ଣିରେ ଜଳୁଛି ୩ ସାଙ୍ଗଙ୍କ ମୃ-ତ ଶରୀରର।
ସାଙ୍ଗମାନଙ୍କ ସହ ମିଶି କେତେ ଖେଳ ଖେଳୁ ଥିଲେ ଗାଁ ଦାଣ୍ଡରେ ,ମାତ୍ର ଏବେ ଯେମିତି ତାହା ଫିକା ପୋଡିଯାଇଛି।ସତେ ଯେମିତି ଲାଗୁଛି ସେମାନେ ଯୁଇ ରେ ଲୁଚକାଳି ଖେଳ ଖେଳୁଛନ୍ତି। ଲାଗୁଛି ଯେମିତି କିଆ କହୁଛି ଯଦି ଆମେ ପଖୋରିକୁ ଗାଧେଇବାକୁ ନ ଯାଇଥାନ୍ତେ ତାହେଲେ ଆମେ ବଞ୍ଚିଯାଇଥାନ୍ତେ।ଦେଖୁନୁ ଆମ ମା ମାନେ କେମିତି କାନ୍ଦୁଛନ୍ତି।ଦେଖ ସାଙ୍ଗ ଆମୋ ଯୁ-ଇ କେମିତି ଜ-ଳୁଛି।ହଁ ଆଜ୍ଞା ଏହି ଯୁଇ କୁ ଦେଖିଲେ ଏମିତି ଲାଗୁଛି ଯେମିତି ହାତ ଧରା ଧରି ହେଇ ଖେଳୁଛନ୍ତି ୩ ସାଙ୍ଗ।
ଗୋଟେ ଗାଁ ରୁ ଲିଭିଗଲା ୩ ଜୀବନ ଦୀପ।ଆଜି ପୁଅ ର ଜୁଇ କୁ ଦେଖି ଗଡିଯାଉଛି ମା ଓ ପରିବାର ଲୋକ। ଏ ଦୃଶ୍ୟ ହୃଦୟ ବିଦାରକ,ଏ ଦୃଶ୍ୟ ଛାତି ଥରିଲା ଭଳି। ଏ ଦୃଶ୍ୟ ଦେଖିଲେ ଆଖିରେ ଲୁହର ଲହଡ଼ି ଖେଳି ଯାଉଛି।ଆଜି କାନ୍ଦୁଛି ସାତଭାୟା ଗାଁ।ସମସ୍ତଙ୍କ ଘରେ ଆଜି ଚୁଲି ଅଜଳl।ସମସ୍ତଙ୍କ ଘରେ ଖେଳି ଯାଇଛି ଲୁହର ଲହଡ଼ି।କାହାରି ମୁହଁରେ ହସ ନାହିଁ।ଆଜି ସମସ୍ତେ କାନ୍ଦୁଛନ୍ତି।ଗୋଟେ ଗାଁ ରେ ଚାଲି-ଯାଇଛି ୩ ପୁଅ ଙ୍କ ଜୀ-ବନ।
ଏହାପରେ ଗାଁରେ ଖେଳିଯାଇଛି ଲୁହର ଲହରୀ। କାନ୍ଦ ବୋବାଳି ରେ ଫାଟି ପୋଡ଼ୁଛି ପୁରା ପରିବେଶ।ଯେଉଁ ବୟସରେ ପୁଅ ର ଖେଳିବା ବୁଲିବା ବୟସ ସେ ବୟସ ରେ ପୁଅ ର ଜଳୁଛି ଯୁଇ।ସେଦିନ ପୋଖରିକୁ ଗାଧେଇବାକୁ ଯାଇ ଦୁର୍ଭାଗ୍ୟ ବଶତଃ ପାଣିରେ ବୁଡି ଯାଇଥିଲେ ୩ ସାଙ୍ଗ।ତାଙ୍କ ସହ ଗାଧାଉଥିବା ପିଲା ମାନେ ଚିତ୍କାର କରିବାରୁ ଗାଁ ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତର ଖନା ନେଇଯାଇଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କଲେ।ଆଉ ଏବେ ଗୋଟେ ମଶା-ଣିରେ ଜଳୁଛି ୩ ସାଙ୍ଗଙ୍କ ଯୁ-ଇ।