ଯୁବତୀଙ୍କୁ ଘରୁ ଟେକି ନେଇ ଭଡ଼ା ଘରେ ରଖି ଦୁଇ ଜଣ କଲେ ଗଣ ଦୁ-ଷ୍କ-ର୍ମ । ଘଟଣାର ମୁଖ୍ୟ ଅଭିଯୁକ୍ତ ଗି-ର-ଫ

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତି ଟେକି ନେଇ ଭଡ଼ା ଘରେ ରଖି ଗଣ ଦୁ-ଷ୍କ-ର୍ମ କରିବା ଭଳିଆ ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳପାଢି ଅଞ୍ଚଳରେ ଘଟି ଯାଇଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଯୁବତୀଙ୍କୁ ଦୁ-ଷ୍କ-ର୍ମ ଅଭିଯୋଗ । ଘରୁ ଟେକି ନେଇ ଭଡ଼ା ଘରେ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ । ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି । ପୋ-ଲି-ସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁଯାୟୀ, ମୁଳିସିଂ ଅଞ୍ଚଳର ରଞିତ୍ ସିଂ ଓ ତାଳପାଢି ଅଞ୍ଚଳର ରାଜେଶ ରାଉତ ଜଣେ ଯୁବତୀଙ୍କୁ ଜରୁରୀ କଥା କହିବାକୁ ଫୋନ କରି ଡାକିଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ କାରରେ ଟେକି ନେଇ ପ୍ରଥମେ ଖନ୍ତାପଡାରେ ଏକ ଭଡା ଘରେ ରଖି ଦୁ-ଷ୍କ-ର୍ମ କରିଥିଲେ । ସେଠାରୁ ଭଦ୍ରକ ରାଣିତାଲରେ ଏକ ଭଡା ରଖିବା ସହ ଜୋର୍ ଜବରଦସ୍ତି ତାରିଣି ମନ୍ଦିରରେ ରଞିତ୍ ବିବାହ କରିଥିଲେ । ପରେ ଯୁବତୀ ଜଣକୁ ହାତ ଗୋଡ ବାନ୍ଧି ବାରମ୍ବାର ଦୁ-ଷ୍କ-ର୍ମ କରିଥିଲେ ।

ତେବେ କିନ୍ତୁ ପରେ କୌଶଳ କ୍ରମେ ଯୁବତୀ ଜଣକ ସେଠାରୁ ଖସି ଆସି ନିଜ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ସମସ୍ତ କଥା ଜଣାଇଥିଲେ । ପରେ ପରିବାର ଲୋକେ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୋର ପୋ-ଲି-ସ ଘଟଣାର ତଦନ୍ତ ଚଲେଇଥିଲା । ତା ପରେ ଧରା ପଡିବା ପରେ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ଏନେଇ ମୁହଁ ଖୋଲିଛନ୍ତି । ଯାହା ଫଳରେ ସତ ଘଟଣା ସମ୍ନାକୁ ଆସିଛି । ମୂଳିସିଂ ଅଞ୍ଚଳର ରଞ୍ଜିତ ସିଂ ତାର ଜଣେ ସହଯୋଗୀ ତାଳପାଢି ଅଞ୍ଚଳର ଜଣେ ଯୁବତୀଙ୍କୁ ଘରୁ ନେଇ ଯାଇଥିଲେ । ଆଉ ରଞ୍ଜିତ ସେ ଯୁବତୀଙ୍କୁ ନେଇ ଏକ ଭଡା ଘରେ ରହିଥିଲେ ।

ଆଉ ଗତ ୧୯ ତାରିଖ ଦିନ ଯୁବତୀ ଅଭିଯୋଗ କରିଥିଲେ ତାଙ୍କୁ ଗଣ ଦୁ-ଷ୍କ-ର୍ମ ହୋଇଥିଲା । ଆଉ ଏବେ ସୋର ପୋ-ଲି-ସ୍ ମୁଖ୍ୟ ଅଭିଯୁକ୍ତ ରଞ୍ଜିତକୁ ଗି-ର-ଫ କରି ଏକ ରିପୋର୍ଟ୍ ଚାଲାଣ କରିଛି । ଆଉ ଏପଟେ ରଞ୍ଜିତର କହିବା କଥା ଯେ ସେ ଯୁବତୀ ତାକୁ ମିଛ କହି ଫସାଇ ଦେଇଛି । ତେବେ ଏଥିରେ କିଏ ସତ କହୁଛି ଆଉ କିଏ ମିଛ ତାହା ପଛରେ ଜଣା ପଡିବ

Leave a Reply

Your email address will not be published. Required fields are marked *