ପୁଣି ଘନେଇଲା ସୁଶାନ୍ତ ସିଂ ମୃ-ତ୍ୟୁ ମାମଲା, ଆ-ତ୍ମ-ହ-ତ୍ୟା ନୁହେଁ ସୁଶାନ୍ତଙ୍କୁ କରାଯାଇଛି ହ-ତ୍ୟା

ପୁଣି ବିବାଦରେ ସୁଶାନ୍ତ ସିଂ ରାଜପୁତଙ୍କର ମୃ-ତ୍ୟୁ ଘଟଣା । ତାଙ୍କୁ ହ-ତ୍ୟା କରାଯାଇଥିବା କଥା କହିଛନ୍ତି , ସୁଶାନ୍ତଙ୍କ ଶ-ବକୁ ବ୍ୟବଚ୍ଛେଦ କରିଥିବା କର୍ମଚାରୀ । ହଁ ଆଜ୍ଞା ବନ୍ଧୁଗଣ ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃ-ତ୍ୟୁକୁ ନେଇ ବର୍ତମାନ ସମୟରେ ଏପରି ଏକ ବଡ଼ ଅପଡେଟ୍ ଆସିଛି । ଅଭିନେତାଙ୍କ ମୃ-ତ୍ୟୁର ଦୁଇ ବର୍ଷ ପରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ବାସ୍ତବରେ ସୁଶାନ୍ତ ସିଂ ରାଜପୁତଙ୍କ ଶରୀରର ପୋଷ୍ଟମର୍ଟମ ପରିଚାଳନା କରିଥିବା କର୍ମଚାରୀ ଅଭିନେତାଙ୍କ ମୃ-ତ୍ୟୁକୁ ହ-ତ୍ୟା ବୋଲି ଦାବି କରିଛନ୍ତି ।

କର୍ମଚାରୀଙ୍କ ସୂଚନା ଅନୁସାରେ, ସୁଶାନ୍ତଙ୍କ ମୃ-ତଦେହ ଯେଉଁ ଅବସ୍ଥାରେ ଅଣା ଯାଇଥିଲା, ତାହାକୁ ଆ-ତ୍ମ-ହ-ତ୍ୟା ବୋଲି କହିବା କଷ୍ଟକର । ତେବେ ବନ୍ଧୁଗଣ ମୁମ୍ବାଇର ପୋଷ୍ଟମର୍ଟମ ହାଉସରେ କାର୍ଯ୍ୟ କରୁଥିବା କର୍ମଚାରୀ ରୂପ କୁମାର ଶାହା ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ମୃତ୍ୟୁକୁ ହ-ତ୍ୟା ବୋଲି ବର୍ଣ୍ଣନା କରିଛନ୍ତି। ଶାହା ଦାବି କରିଛନ୍ତି ଯେ, ସୁଶାନ୍ତ ଆ-ତ୍ମ-ହ-ତ୍ୟା କରି ନାହାଁନ୍ତି, ତାଙ୍କୁ ହ-ତ୍ୟା କରାଯାଇଛି । ଶାହ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଶରୀର ଏବଂ ବେକରେ ଗଭୀର ଆଘାତ ଚିହ୍ନ ଦେଖିବା ପାଇଁ ମିଳିଥିଲା ।

ରୂପ କୁମାର ଶାହା ତାଙ୍କ ବିବୃତ୍ତିରେ ଆହୁରି ମଧ୍ୟ କହିଛନ୍ତି, “ଏକ ଭିଭିଆଇପି ଶରୀର ପାଞ୍ଚଟି ମୃତ ଶରୀର ମଧ୍ୟରେ ପୋ-ଷ୍ଟ-ମ-ର୍ଟ-ମ ପାଇଁ କୁପର୍ ହସ୍ପିଟାଲକୁ ଆସିଥିଲା । ଆଉ କପଡା ଖୋଲିବା ପରେ ଆମେ ଦେଖିଲୁ ଏହା ଅଭିନେତା ସୁଶାନ୍ତ ସିଂଙ୍କ ଶରୀର । ମୃ-ତଦେହ ଦେଖିବା ପରେ ଏହା ହ-ତ୍ୟା ବୋଲି ସ୍ପଷ୍ଟ ବାରି ହୋଇ ପଡୁଥିଲା । ହାତ ଗୋଡରେ ମାରିବା ଚିହ୍ନ ରହିଥିଲା । ଏପରିକି ବର୍ଡିର ଭିଡିଓଗ୍ରାଫି ମଧ୍ୟ କରାଯାଇ ନଥିଲା ।

ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଉଚିତ୍ । ସୁଶାନ୍ତଙ୍କ ଫଟୋ ଦେଖିବା ପରେ ଏହା ହ-ତ୍ୟା ବୋଲି ସ୍ପଷ୍ଟ ଜଣା ପଡୁଥିଲା । ସୂଚନାଯୋଗ୍ୟ ସୁଶାନ୍ତସିଂଙ୍କ ମୃ-ତ୍ୟୁ ପୂର୍ବରୁ ଓ ପରେ ଆଦିତ୍ୟ ଠାକରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ୪୪ ଥର ଫୋନ କରିଛନ୍ତି ବୋଳି ଅଭିଯୋଗ ଏବେ ଉଠୁଛି। ତେଣୁ ସୁଶାନ୍ତସିଂଙ୍କ ମୃ-ତ୍ୟୁ ପଛରେ ଆଦିିତ୍ୟ ଠାକରେଙ୍କ ହାତ ଥିବା କହି ଏହା ଉପରେ ତଦନ୍ତ ହେଉ ବୋଲି ଦାବି ବର୍ତମାନ ସମୟରେ ଦାବି କରାଯାଉଅ

Leave a Reply

Your email address will not be published. Required fields are marked *