IPL ନିଲାମିରେ ଏହି ୫ ଖେଳାଳୀଙ୍କ ଉପରେ ହେଇଛି ଟଙ୍କା ବର୍ଷା…. ଦେଖନ୍ତୁ କିଏ ସେ ଖେଳାଳି

ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡ ର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ଆଗକୁ ଆସୁଚି IPL ଏହି ଇଣ୍ଡିଆନ ପ୍ରୀମିଅର୍ ଲିଗ୍ ପାଇଁ ଆରମ୍ଭ ହେଲାଣି ନିଲାମି କାର୍ଯ୍ୟ କ୍ରମ।

ପ୍ରସ୍ତୁତି ଆରମ୍ଭ କରିଲେଣୀ ଟିମ୍ ମ୍ୟାନେମେଣ୍ଟ।ଆରମ୍ଭ ହେଇଛି ଆଇପିଏଲ ର ମିନି ନିଲାମି।ଏଥର ମଲାମାଲ ହେଇଛନ୍ତି ଅନକେଫ ଖେଳାଳି।ସବୁଠୁ ଅଧିକ ମୂଲ୍ୟ ପାଇଥିବା ୫ ଜଣ ଅନକେଫ୍ ଖେଳାଳି।ଏହି ଆକ୍ସନ ରେ ସାମ କରନ୍,ବେନ୍ ଷ୍ଟକ,ହ୍ୟାରି ବ୍ରୁକ, ଭଲି ଖେଳାଳି ଙ୍କ ଉପୋରେ ଟଙ୍କା ର ବର୍ଷା ହେଇଛି।

ଚଳିତ ବର୍ଷ ଅନକ୍ୟାଫ ଖେଳାଳୀ ଙ୍କ ଉପୋରେ ହେଇଛି ଟଙ୍କା ବର୍ଷା।ସିଭମ ମାଭି ଙ୍କୁ ଗୁଜୁରାଟ ଲାଇଅନ ୬ କୋଟି ରେ କିଣିଛି।ଏହା ପୂର୍ବରୁ ସେ କୋଲକତା ଦଳର ଏକ ଅଙ୍ଗସ ଥିଲେ।ଏହା ପରେ ମୁକେଶ କୁମାର ଙ୍କୁ ଦିଲ୍ଲୀ କ୍ୟାପିଟାଲ ୫ କୋଟି ୫୦ ଲକ୍ଷ୍ୟ ରେ କିଣିଛି।ଏହା ପରେ ଜୀବନ ଶର୍ମା ଙ୍କୁ ୨.୬୦ କୋଟି ରେ କିଣିଛି ଗୁଜୁରାଟ।ସବୁ ଠାରୁ ମହଙ୍ଗା ଖେଳାଳି ସିଭମ ମାଭି ୬ କୋଟି ଟଙ୍କା ଗୁଜୁରାଟ ଟାଇଟ୍ନସ୍ । କେ ସ୍ ଭରତ ୧.୨୦ କୋଟି ଗୁଜୁରାଟ ଟାଇଟ୍ନସ୍।ଏମ ଜଗଦୀଶନ ୯୦ ଲକ୍ଷ୍ୟ ଟଙ୍କା କୋଲକାତା ନାଇଟ୍ ରାଇଡର୍ସ।

ହ୍ୟାରି ବ୍ରୁକ ଙ୍କୁ ୧୩.୨୫ କୋଟିରେ କିଣିଲା ହାଇଦ୍ରାବାଦ।ଜାଣନ୍ତୁ ପ୍ରଥମ ସେଟ୍ ରେ କିଏ କେତେରେ ବିକିଲେ। ଆଇପିଏଲ ୨୦୨୩ ନିଲାମିରେ ହ୍ୟାରି ବ୍ରୁକ ବଡ଼ ହାତ ମାରିଛନ୍ତି ।ତାଙ୍କୁ ସନ୍ରାଇଜରସ୍ ୧୩.୨୫ କୋଟି ଟଙ୍କାରେ କିଣି ନିଜ ଦଳରେ ସାମିଲ କରିଛି। ପରେ ସନ୍ରାଇଜରସ୍ ହାଇଦ୍ରାବାଦ ମୟଙ୍କ ଅଗରୱା ଙ୍କୁ ୮.୨୫ କୋଟି ରେ କିଣିଛି।ତାଙ୍କର ବେଶ୍ ପ୍ରାଇସ୍ ୧କୋଟି ଥିଲା ।ସେ ଗତ ବର୍ଷ ପଞ୍ଜାବ ତରଫରୁ ଖେଳୁଥିଲେ

Leave a Reply

Your email address will not be published. Required fields are marked *