ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ ସାହୁ, ଜାଣନ୍ତୁ ଚିଠିରେ କଣ ଲେଖା ହେଇଛି?

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।ଜେଲ୍ ଭିତରେ ମୃ-ତ୍ୟୁ ପରେ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ ସାହୁ।ମୃ-ତ ଦେହରୁ ମିଳିଥିବା ଏନଭେଲ୍ପ ଲେଖା ଝିଅ ଉଦ୍ଦେଶ୍ୟରେ ଥିବା ସୂଚନା ମିଳିଛି।ଗୋବିନ୍ଦ ପିନ୍ଧିଥିବା ଜାକେଟ ର ଛାତି ପକେଟ୍ ରେ ମାଟିଆ ରଙ୍ଗର ଏକ ଏନଭେଲପ ମିଳିଥିଲା।

ଏନଭେଲପ ଭିତରେ ଏକ ଦୁଇ ପୃଷ୍ଠା ବିଶିଷ୍ଟ ଏକ ଚିଠି ମିଳିଥିବା ସୂଚନା ମିଳିଛି।ଏନଭେଲପ ଉପୋରେ ଲିପିକା ସାହୁ ଲେଖା ଯାଇଥିବା ସୂଚନା ମିଳିଛି।ମାତ୍ର ଏପର୍ଯ୍ୟନ୍ତ ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାଙ୍କୁ ଏହି ଚିଠି ମିଳିପାରିନାହିଁ ବୋଲି ସୂଚନା ମିଳିଛି।ବର୍ତ୍ତମାନ ଆରକ୍ଷୀ ଅଧିକାରୀ ଏନଭେଲପ ଉଦ୍ଧାର କରିବା ପରେ ତାହାକୁ କ୍ରା-ଇ-ମ୍ ବ୍ରାଞ୍ଚ କୁ ହସ୍ତାନ୍ତର କରିଛନ୍ତି।ସେପୋଟେ କଣ୍ଟାବାଞ୍ଜି ଜେଲ୍ ରେ ଗୋବିନ୍ଦ ମୁ-ତ୍ୟୁ ବରଣ କରିବା ପରେ କ୍ରା-ଇ-ମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।କେଉଁ କାରଣରୁ ଗୋବିନ୍ଦ ଙ୍କ ମୂ-ତ୍ୟୁ ହେଇଛି ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।

ସେପଟେ ପରିବାର ଏହାକୁ ହ-ତ୍ୟା ଦର୍ଶାଉଥିବା ବେଳେ କେ-ସର ଗୁମର ଭିତରକୁ ଠେଲି ହେଇଯାଇଛି।ଶିକ୍ଷୟତ୍ରୀ ମମିତା ମେହେର ହ-ତ୍ୟା ମାମଲାରେ ହତ୍ୟକରିଥିଲା ଗୋବିନ୍ଦ ସାହୁ।ଏହି ମାମଲାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର୍ ଧରିଛି।ଏହି ଘଟଣା ବିଷୟରେ ଜେ-ଲ୍ କତୃପକ୍ଷ କିଛିବି ସଠିକ୍ ଉତ୍ତର ଦେଇନାହାନ୍ତି।ବର୍ତ୍ତମାନ କ୍ରା-ଇ-ମ-ବ୍ରାଞ୍ଚ୍ ର ତଦନ୍ତ ଚାଲିଛି। କ୍ରା-ଇ-ମ-ବ୍ରାଞ୍ଚ୍ ମଧ୍ୟ କୌଣସି ଉତ୍ତର ଦେଇନାହିଁ।ମାତ୍ର ଏବେ ପ୍ରଶ୍ନ ଉଠୁଚି କେବେ ସେହି ଚିଠିର ଖୁଲାସା କରିବା କ୍ରା-ଇ-ମ-ବ୍ରାଞ୍ଚ୍ ବା ତଦନ୍ତକାରି ଟିମ୍।ଚିଠି ଭିତରେ କଣ ଲେଖା ଯାଇଛି ଓ କାହା କାହା ନାଁ ଲେଖା ରହିଛି ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ।

Leave a Reply

Your email address will not be published. Required fields are marked *