ପାଠକଗଣ ଆପଣମାନେ କ-ଳ-ଙ୍କି-ନୀ ଅର୍ଚ୍ଚନା ନାଗ କେ-ସ ବିଷୟରେ ସମସ୍ତେ ଅବଗତ ଥିବେ ନିଶ୍ଚୟ।ସେ ଭୁବନେଶ୍ୱରରେ ନାମୀ ଦାମୀ ଲୋକମାନଙ୍କୁ ନିଜ ମାୟା ଜାଲରେ ଫସାଇ ସେମାନଙ୍କଠୁ ପଇସା ନେଇ କୋଟି କୋଟି ଟଙ୍କା ଅର୍ଜନ କରିଥିଲେ ଏବଂ ଏହି କଳାକାରନାମା ରେ ତା’ର ସ୍ବାମୀ ଜଗବନ୍ଧୁ ଏବଂ ଖଗେଶ୍ୱର ନାମକ ବ୍ୟକ୍ତି ତାକୁ ସହଯୋଗ କରୁଥିଲେ।ପ୍ରଥମେ ଅର୍ଚ୍ଚନାକୁ ଧରିଥିଲା ଆରକ୍ଷୀ ଅଧିକାରୀ ଏବଂ ବର୍ତ୍ତମାନ ଇଡି ଏହି କେ-ସକୁ ହାତକୁ ନେବା ପରେ ଜଗବନ୍ଧୁ ଏବଂ ଖଗେଶ୍ୱର ଦୁହେଁ ମଧ୍ୟ ଜେଲରେ ରହିଛନ୍ତି।
ଏବେ ସବୁ ଗୁମର ଧିରେ ଧିରେ କରି ଖୋଲିବାରେ ଲାଗିଛି।ସେମାନଙ୍କର ମୋହର ଭାବରେ ରହୁଥିବା ଶ୍ରଦ୍ଧାଞ୍ଜଳି ନାମକ ଝିଅ ଟିଏ ଇଡି ଆଗରେ ଆଉ ଏକ ଗୁମର ଖୋଲିଛି।ସେ କହିଛି ଯେ ଜଗବନ୍ଧୁ ଏହି ସବୁ ସମ୍ପର୍କରେ କିଛି ଜାଣିନଥିଲା।ସବୁ ଖେଳ ଅର୍ଚ୍ଚନା ଏବଂ ଖଗେଶ୍ୱର ମିଶି କରୁଥିଲେ।ଜଗବନ୍ଧୁ ଓଲା ଥିଲା ସେ କିଛି ବି ଜାଣିପାରୁନଥିଲା।ଖଗେଶ୍ୱର ଏବଂ ଅର୍ଚ୍ଚନା ମିଶି ସବୁ ବଡ଼ ବଡ଼ିଆ ଙ୍କ ଲିଷ୍ଟ୍ ତିଆରି କରୁଥିଲେ।

ଶ୍ରଦ୍ଧାଞ୍ଜଳି ଖାଲି ଏକ ମୋହରା ଥିଲା,ତାକୁ ଅର୍ଚ୍ଚନା ଯାହା କରିବାକୁ କହୁଥିଲା ସେ କରୁଥିଲା। ଶ୍ରଦ୍ଧାଞ୍ଜଳି ନାମୀ ଦାମୀ ଲୋକ ମାନଙ୍କ ସହିତ ମିଳାମିଶା କରୁଥିଲା, ସେମାନଙ୍କୁ ନିଜ ମାୟା ଜାଲରେ ପକାଉଥିଲା। ଖଗେଶ୍ୱର ରୁମ୍ ଠିକ୍ କରୁଥିଲା ଏବଂ ରୁମରେ କେଉଁଠି କ୍ୟାମେରା ଲଗା ହେବ ତାହା ଦେଖୁଥିଲା।ଶ୍ରଦ୍ଧାଞ୍ଜଳି ବଡ଼ ବଡ଼ ଲୋକ ମାନଙ୍କୁ ମାୟା ଜାଲ ରେ ପକାଇ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସେହି ରୁମ୍ କୁ ଡାକୁଥିଲା ଏବଂ ପରେ ଆରମ୍ଭ ହେଉଥିଲା ସେ-କ୍ସ ଖେଳ।
ଆଉ ଏହି ସବୁକୁ ରେକର୍ଡ କରୁଥିଲା ଖଗେଶ୍ୱର।ରେକର୍ଡ ପରେ ବଡ଼ ବଡ଼ିଆ ଙ୍କ ସହ ପଇସାର ଡିଲ କରୁଥିଲା ଅର୍ଚ୍ଚନା।ଶ୍ରଦ୍ଧାଞ୍ଜଳି ଆହୁରି କହିଛି କି ତାର ଆଉ ଅର୍ଚ୍ଚନା ମଧ୍ୟ ରେ ପଇସା କୁ ନେଇ ବହୁତ ଥର ଝଗଡ଼ା ହୋଇଛି।କାରଣ ଏହି ସବୁ କାର୍ଯ୍ୟ ରେ ଯାହା ବି ପଇସା ମିଳୁଥିଲା ସେ ସବୁ ରୁ ଶ୍ରଦ୍ଧାଞ୍ଜଳି କୁ ମିଳୁଥିଲା ବହୁତ କମ୍ ଆଉ ସବୁ କୁ ରଖିଦେଉଥିଲେ ଅର୍ଚ୍ଚନା ଏବଂ ଖଗେଶ୍ୱର।ତେବେ ଏହି ସବୁ କଥା କୁ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନା ଆଗରେ ଇଡି ପାଖରେ କହିଛି