ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡ ର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।
ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳି ଗଲାଣି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି।କ୍ରିକେଟ୍ ମଇଦାନ ରେ ବିଭିନ୍ନ ପ୍ରକାର ଅଶ୍ଚାଜ୍ୟ ଚକିତ କଲା ପରି ଦେଖିବାକୁ ମିଳେ।ଶ୍ରୀଲଙ୍କା ବିପକ୍ଷ ତୃତୀୟ ତ୍ୱେଣ୍ଟି ମ୍ୟାଚ୍ ରେ ଭାରତୀୟ ଦଳର ବିଜୟୀ ପରେ ଶ୍ରୀଲଙ୍କା ବିପକ୍ଷ ଓଡିଆଇ ମ୍ୟାଚ୍ ଖେଳିବ ଭାରତ।ଏବେ କ୍ରିକେଟ ଜଗତରୁ ଏକ ବଡ଼ ଖବର ଆସି ପହଞ୍ଚିଛି।
ଭାରତ ଓ ଶ୍ରୀଲଂକା ସହ ହେବାକୁ ଥିବା ପ୍ରଥମ ଓଡିଆଇ ମ୍ୟାଚ୍ ଗୋହତିରେ ଜାନୁଆରୀ ୧୦ ତରିକରେ ହେବାକୁ ଥିବାବେଳେ ବିସିସିଆଇ ଏହାର ତାରିଖ ପରିବର୍ତ୍ତନ କରିଛି।ଭାରତ ଶ୍ରୀଲଂକା ସହ ୩ ଟି ଓଡିଆଇ ମ୍ୟାଚ୍ ଖେଳିବ।ଶ୍ରୀଲଙ୍କା ବିପକ୍ଷ ତୃତୀୟ ତ୍ୱେଣ୍ଟି ମ୍ୟାଚ୍ ରେ ଭାରତୀୟ ଦଳର ବିଜୟୀ ପରେ ଶ୍ରୀଲଙ୍କା ଭାରତ ବିପକ୍ଷ ରେ ୩ ତିଓଡିଆଇ ମ୍ୟାଚ୍ ଖେଳିବାକୁ ଯାଉଚି।
ଏହି ମ୍ୟାଚ୍ ଗୋହତିରେ ଜାନୁଆରୀ ୧୦ ତରିକରେ ହେବାକୁ ଥିବାବେଳେ ବିସିସିଆଇ ଏହାର ତାରିଖ ପରିବର୍ତ୍ତନ କରିଛି।ଗତ କାଲି ବିସିସିଆଇ ଓ ଷ୍ଟାର ସ୍ପୋର୍ଟସ ଚାନେଲ ମଧ୍ୟରେ ଏକ ଆଲୋଚନା ହେଇଥିଲା ଏବଂ ସ୍ଥିର କରାଯାଇଛି ଯେ ସେହି ମ୍ୟାଚ୍ ୧୨.୩୦ pm ରେ ଖେଳା ଯାଉଥିବା ବେଳେ ଏହାକୁ ପରିବର୍ତ୍ତନ କରି ୧.୩୦ pm କରାଯାଇଛି।ଷ୍ଟାର ସ୍ପୋର୍ଟସ ଚାନେଲ ର ସମୟ ପରିବର୍ତ୍ତନ ନିଷ୍ପତି ଅନେକକୁ ଭଲ ଲାଗିଥିବା ବେଳେ କେତେକ ଲୋକଙ୍କୁ ଭଲ ଲାଗୁନାହିଁ