ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡ ର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।
ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି।କ୍ରିକେଟ୍ ମଇଦାନ ରେ ବିଭିନ୍ନ ପ୍ରକାର ଅଶ୍ଚାଜ୍ୟ ଚକିତ କଲା ପରି ଦେଖିବାକୁ ମିଳେ।ସାଧାରଣତଃ କ୍ରିକେଟ ଖେଳାଳି ମାନେ ଫିଲ୍ମ ଅଭିନେତ୍ରୀ ମାନଙ୍କୁ ବିବାହ କରିଥିବାର ଦେଖିବାକୁ ମିଳିଥାଏ।ଏବେ ଇଣ୍ଡିଆ ଟିମ୍ ରେ କମାଲ କରୁଛନ୍ତି ଅକ୍ଷର ପଟେଲ।ଅକ୍ଷର ଙ୍କ ପ୍ରେମିକ କୌଣସି ହିରୋଇନ୍ ଠାରୁ କମ୍ ନୁହନ୍ତି।ଆସନ୍ତୁ ତାଙ୍କ ପ୍ରେମିକା ଙ୍କ ବିଷୟରେ ଜାଣିବା।
ଭାରତୀୟ ଦଳର ଆଲରାଉନଡର ଅକ୍ଷର ପଟେଲ ଶ୍ରୀଲଙ୍କା ବିପକ୍ଷ ଟିତ୍ୱେଣ୍ଟୀ ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିଛନ୍ତି।କହି ରଖିବୁ ଯେ ତାଙ୍କର ଏପର୍ଯ୍ୟନ୍ତ ବିବାହ ହେଇ ନାହିଁ।କିନ୍ତୁ ତାଙ୍କର ମେହାଙ୍କ ସହ ନିର୍ବନ୍ଧ ହେଇସାରିଚି। ଆସନ୍ତୁ ଜାଣିବା ତାଙ୍କ ପ୍ରେମିକା କିଏ।ଅକ୍ଷର ପଟେଲ ୨୦ ଜାନୁଆରୀ ୧୯୯୪ ରେ ଗୁଜୁରାଟ ର ଆଣନ୍ତ ରେ ଜନ୍ମ ଗ୍ରହଣ କରିଥିଲେ।ଏବେ ଅକ୍ଷର ପଟେଲ ତାଙ୍କ ପ୍ରେମିକା ଙ୍କ ସହ ନିର୍ବନ୍ଧ ହେଇଛି।
ସେ ଏହାକୁ ଇନଷ୍ଟାଗ୍ରାମ ରେ ପୋଷ୍ଟ କରି ସମସ୍ତଙ୍କୁ ସୂଚନା ଦେଇଥିଲେ।ମେହା ବୃତ୍ତିରେ ଜଣେ ଡ଼ାଇଟିସିଆନ ଏବଂ ନିଉଟ୍ରିସିଆନ ଅଟନ୍ତି।ମେହା ଅକ୍ଷର ପଟେଲ ନାମର ଟାଟୁ ମଧ୍ୟ କରିଛନ୍ତି।ଜନ୍ମ ଦିନରେ କରିଥିଲେ ପ୍ରୋପଜ୍। ଉଲ୍ଲେଖନୀୟ କଥା ହେଉଛି ଅକ୍ଷର ପଟେଲ ମେହା ଙ୍କୁ ୨୦୨୨ ମସିହାରେ ପ୍ରୋପଜ୍ କରିଥିଲେ।ସେ ଇନଷ୍ଟାଗ୍ରାମ ରେ ନିଜ ନିର୍ବନ୍ଧ ର ଫୋଟୋ ମଧ୍ୟ ସେଆର କରିଛନ୍ତି।