ସିଭମ ମାଭି କହିଲେ ନିଜ ହୃଦୟ କଥା, ଏହି ଦିନ ପାଇଁ ୬ବର୍ଷ କରିଥିଲି ଅପେକ୍ଷା କାହିଁକି କହିଲେ ପଢନ୍ତୁ ସମ୍ପୂର୍ଣ ଖେଳ ଖବର

ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମନେ କରେ।ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି। ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡି ଯାଇଛନ୍ତି।

ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।ଖେଳା ଚାଲିଥିବା ସମୟରେ ନିଜ କାମ ଛାଡି ଖେଳ ପଛରେ ସମସ୍ତେ ପାଗଳ।ପୂର୍ବରୁ ଶୁଣିବାକୁ ମିଳୁଥିଲା ଲୋକେ ସମସ୍ତ ପ୍ରକାର ଖେଳରେ ମନ ବଲାଉଛନ୍ତି।କ୍ରିକେଟ ହେଉଛି ଇଂଲଣ୍ଡ ର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ଇଣ୍ଡିଆ ଶ୍ରୀଲଙ୍କା ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ ରେ ସିଭମ ମାଭି ତାଙ୍କ ପ୍ରଥମ ଡେବ୍ୟୁ ମ୍ୟାଚ୍ ରେ ୪ ଟି ୱିକେଟ ନେଇଛନ୍ତି।

ଡେବ୍ୟୁ ମ୍ୟାଚ୍ ପରେ ହୃଦୟର କଥା କହିଲେ ସିଭମ ମାଭି।ଏହି ମୁହୂର୍ତ୍ତ ପାଇଁ ସିଭମ ମାଭି ଅପେକ୍ଷା କରିଥିଲେ ୬ ବର୍ଷ। ଇଣ୍ଡିଆ କ୍ରିକେଟ ଟିମ୍ ର ଯୁବ ଖେଳାଳି ତାଙ୍କର ପ୍ରଥମ ଡେବ୍ୟୁ ମ୍ୟାଚ୍ ଶ୍ରୀଲଙ୍କା ସହ ଖେଳିଥିଲେ ଏବଂ ସେ ମ୍ୟାଚ୍ ରେ ୪ ଟି ୱିକେଟ ନେଇ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମାଭି ତାଙ୍କ କୋଟାର ୪ ଓଭର୍ ବଲିଂ କରି ୪ ଟି ୱିକେଟ ନେଇଥିଲେ।ମ୍ୟାଚ୍ ପରେ ମାଭି ବ୍ୟକତ କରିଛନ୍ତି ଯେ ସେ ଏହି ସୁଜଗ କୁ ୬ ବର୍ଷ ଧରି ଅପେକ୍ଷା କରିଥିଲେ ଯାହା ଆଜି ସଫଳ ହଇଛି।ସେ କହିଛନ୍ତି ସେ ଅଣ୍ଡର ୧୯ ପରେ ୬ ବର୍ଷ କଠିନ ପରିଶ୍ରମ କରିଥିଲେ ଏବଂ ଆହତ ମଧ୍ୟ ହେଇଥିଲେ।

କିଛି ସମୟ ପାଇଁ ଲାଗୁଥିଲା ଏହି ସ୍ବପ୍ନ ସ୍ବପ୍ନ ହେଇ ରହିଯିବ କିନ୍ତୁ ଏବେ ତାହା ସତ ହେଇଛି।ସବୁ ଠାରୁ ଭଲ ୱିକେଟ୍ ଥିଲା ପ୍ରଥମ ,ଯେଉଁ ଥିରେ ସେ ବୋଲ୍ଡ କରିଥିଲେ।ହର୍ଷଦିପ ସିଂ ଅସୁସ୍ଥ କାରଣରୁ ସେ ଏହି ମ୍ୟାଚ୍ ରେ ଦେବ୍ୟୁ କରିପାରିଲେ।ଆଉ ତାଙ୍କ ପ୍ରଥମ ମ୍ୟାଚ୍ ରେ ୪ ଟି ୱିକେଟ ନେଇପାରିଲେ।ସେହି ମ୍ୟାଚ୍ ରେ ଭାରତ ବିଜୟୀ ହେଇଛି। ଏବେ ଦେଖିବାର ଅଛି ଭାରତ ତାହାର ବିଜୟୀ ପ୍ରକ୍ରିୟା କେମିତି ବଜାଇ ରଖୁଛି।

Leave a Reply

Your email address will not be published. Required fields are marked *