ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।ସାରା ବିଶ୍ବରେ ଦେଖିବାକୁ ଗଲେ କ୍ରିକେଟ୍ ର ଫିଭର୍ ସମସ୍ତଙ୍କୁ ଲାଗିଛି। ସମସ୍ତେ ଏବେ ଏହି ଖେଳର ପ୍ରେମରେ ପଡି ଯାଇଛନ୍ତି। ସବୁଠାରେ କେବଳ କ୍ରିକେଟ୍ ବିଷୟରେ ହିଁ ଶୁଣିବାକୁ ମିଳୁଛି।

ବନ୍ଧୁଗଣ କ୍ରିକେଟ୍ ପ୍ରେମୀ ଙ୍କ ପାଇଁ ଆସିଲା ଏକ ବଡ଼ ଖବର । ଯେଉଁ ବନ୍ଧୁଗଣ ମାନେ କ୍ରିକେଟ୍ ଖେଳ କୁ ଦେଖିବାକୁ ପସନ୍ଦ କରୁଥିବେ ସେମାନେ ଜାଣିଥିବେ ଏବେ ଭାରତ ଶ୍ରୀଲଙ୍କା ୨୦-୨୦ ମ୍ୟାଚ୍ ଖେଳ ହେଉଛି। ପ୍ରଥମ ୨୦-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୨ ରନରେ ପରାସ୍ତ କରିଛି। ଏହି ସିରିଜ୍ ରେ ଭାରତ ୧-୦ ପଏଂଟ ରେ ଆଗୁଆ ରହିଛି।ଏହି ସିରିଜ୍ ର ୨ୟ ୨୦-୨୦ ମ୍ୟାଚ୍ ଟି ଜାନୁଆରୀ ୫ ତାରିଖରେ ଖେଳ ହେବ ।
ଏହି ମ୍ୟାଚ୍ ଟି ପୁନେରେ ଖେଳାଯିବ।ଏହି ମ୍ୟାଚ୍ ର ଭାରତ ସମୟ ୭ ବେଳେ ଆରମ୍ଭ ହେବାକୁ ଥିବା ବେଳେ ଚାଲନ୍ତ୍ନୁ ଜାଣିବା ଭାରତର କେଉଁ କେଉଁ ମାନେ ଏହି ମ୍ୟାଚ୍ ରେ ସ୍ଥାନ ପାଇଛନ୍ତି।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭତରା ପାଇଁ ଖେଳ ଓପନିଂ କରିବେ ଇସାନ୍ କିସାନ୍ ଏବଂ ସୁଭମାନ୍ ଗିଲ୍ ୩ ନମ୍ୱର୍ ରେ ଆସିବେ ଭାରତର ଯୁବ ଖେଳାଳି ସୂର୍ଯ୍ୟ କୁମାର ଯାଦବ। ୪ ନମ୍ୱର୍ ରେ ଆସିବେ ୱିକେଟ୍ କିପର ସଞ୍ଜୁ ସାମସନ।

ଏହା ପରେ ୫ ନମ୍ୱର୍ ରେ ଖେଳିବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।ଏବଂ ୬ ନମ୍ୱର୍ ରେ ଖେଳିବେ ଦୀପକ୍ ହୁଡା ,୭ ନମ୍ୱର୍ ରେ ଖେଳିବେ ଅକ୍ଷର ପଟେଲ। ୮ ନମ୍ୱର୍ ରେ ଖେଳିବେ ହର୍ଶଲ୍ ପଟେଲ ଖେଳିବେ ବୋଲିଂ ବିବାଘରେ। ୯ ନମ୍ୱର୍ ରେ ଖେଳିବେ ସିଭମ୍ ମାଭି । ୧୦ ନମ୍ୱର୍ ରେ ଖେଳିବେ ଉମ୍ରାନ ମଲ୍ଲିକ।୧୧ ନମ୍ୱର୍ ରେ ଖେଳିବେ ଚହଲ୍ । ଭାରତର ଏହି ୧୧ ଜଣ ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ୨ ୟ ୨୦-୨୦ ମ୍ୟାଚ୍ ଖେଳି ପାରନ୍ତି।