ଏମିତି କ୍ୟାଚ ଧରିଲେ ସମସ୍ତେ ହେଇଗଲେ ଆବାକ ଆପଣବି ଦେଖିନଥିବେ ଏମିତି କ୍ୟାଚ ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ

ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡ ର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି।

କ୍ରିକେଟ୍ ମଇଦାନ ରେ ବିଭିନ୍ନ ପ୍ରକାର କେଚ୍ ଦେଖିବାକୁ ମିଳେ।ଯେଉଁ କେଚ୍ ଦର୍ଶକ ମାନଙ୍କୁ ଚକିତ କରିଦିଏ। ସେହି ପରି ଏକ କେଚ୍ ଯାହା ଏବେ ବିଶ୍ଵ ରେକର୍ଡ କରିଛି। କିନ୍ତୁ ଏବେ ଜଣେ ଖେଳାଳି ଏମିତି କେଚ୍ ଧରିଛନ୍ତି ତାହା ଦେଖି କ୍ରିକେଟ ର ନିୟମ ବଦଳି ଗୋଲା ପୋରି ଲାଗୁଛି।ସେହି କେଚ୍ ଏବେ ଟ୍ରେନଡିଂ ରେ ରହିଛି।ଜଉ କେଚ୍ ପାଇଁ ଯୁକ୍ତି କରିଥିଲେ ବ୍ୟାଟ୍ସମ୍ୟାନ୍। ବାଉନଡ୍ରୀ ରୁ ୩ ମିଟର ଦୂରରେ ବଲ ଟିକୁ ଧରିଥିଲେ ଫିଲ୍ଡର।

ଏହାକୁ କେତେକ ଦର୍ଶକ ୬ ବୋଲି କହୁଥିବା ବେଳେ କେତେକ ଭଲ ଫିଲ୍ଡିଂ ବୋଲି ମଧ୍ୟ ପ୍ରଶଂସା କରିଥିଲେ। ବିକବସ୍ ଲିଗ୍ ରେ ବ୍ରିସ୍ ବେନ୍ ହିଟ ଓ ସିଡନୀ ଶିକ୍ସର ମଧ୍ୟରେ ଚାଲିଥିବା ମ୍ୟାଚରେ ଏମିତି ଦେଖିବାକୁ ମିଳିଛି।ଯାହାକୁ ଧରିଛନ୍ତି ମାଇକେଲ ନସିର।ଯାହାକୁ ଦେଖି କେହିବି ଅଶ୍ଚାଜ୍ୟ ହେଇଯିବ।ସେ ଏହି କେଚ୍ କୁ ବାଉନଡ୍ରୀ ପାଖରୁ ଡେଇଁ ଏହି କେଚ୍ କୁ ଧରିଥିଲେ।

ଯାହାକୁ ଦେଖି ଦର୍ଶକ ଚକିତ ହେଇଯାଇଥିଲେ।ସେ ବାଉନଡ୍ରୀ ଭିତରେ କେଚ୍ କୁ ଧରି ଉପରକୁ ଫିଙ୍ଗିଥିଲେ ତା ପରେ ପୁଣି ଡେଇଁ ବାଉନଡ୍ରୀ ବାହାରୁ ବାଉନଡ୍ରୀ ଭିତରକୁ ଫିଙ୍ଗିଥିଲେ ଆଉ କେଚ୍ ଧରିଥିଲେ।ଯେଉଁ କେଚ୍ ଏବେ ଭଲ କେଚ୍ ଇତିହାସ ରେ ଉଲ୍ଲେଖ କରା ଯାଇଛି।ସେ ପ୍ରତି କେଚ୍ କୁ ପବନରେ ଉଡ଼ିଲା ବେଳେ ଧରିଥିଲେ ଏହି କେଚ୍ ଧରିବା ପରେ ପ୍ଲାୟର ମାନେ ତାଙ୍କୁ କୁଣ୍ଢାଇ ପକାଇଥିଲେ।

Leave a Reply

Your email address will not be published. Required fields are marked *